Install App
mishrasanuj
This browser does not support the video element.
ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ବାଲ୍ଟି ଧରି ପାଣି ପାଇଁ ଅଭିନବ ପ୍ରତିବାଦ କରି ରଖିଲେ ପ୍ରତିକ୍ରିୟା
Balangir, Balangir | Aug 22, 2025
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପାଣି ଅଭାବରେ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀମାନେ ବାଲ୍ଟି ଧରି ଅଭିନବ ଢଙ୍ଗରେ ପ୍ରତିବାଦ କଲେ। ସେମାନେ କଲେଜ୍ ଛକରେ ଏକତ୍ରିତ ହୋଇ କନିଷ୍ଠା ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପତ୍ତି ଜଣାଇଲେ। ଏହି ସମୟରେ ଛାତ୍ର କଂଗ୍ରେସ ନେତାମାନେ ପ୍ରତିକ୍ରିୟା ରଖି ପାଣି ସମସ୍ୟାର ସତ୍ୱର ସମାଧାନ ଦାବି କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!