Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଆଠଗଡ଼ ବୀରକିଶୋରପୁର ଛକ ନିକଟରୁ ୨ଟି ମୋରମ ବୋଝେଇ ହାଇୱାକୁ ଜବତ କଲା ବନ ବିଭାଗ
Cuttack M Corp PS, Cuttack | Sep 8, 2025
କଟକ ଜିଲ୍ଲା ଆଠଗଡ଼ ବୀରକିଶୋର ପୁର ଛକ ନିକଟରୁ ଦୁଇଟି ମୋରମ ବୋଝେଇ ହାଇୱା ସୋମବାର ଦିନ ୧୨ ଟାରେ ଜବତ କଲା ବନ ବିଭାଗ। ଫରେଷ୍ଟର ଆଶିଷ ନାୟକ ଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରି ଦୁଇଟି ଗାଡ଼ିକୁ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!