Download Now Banner

This browser does not support the video element.

ଝାରସୁଗୁଡା: ମାରବାଡିପଡା ପୋଖରୀ ଠାରେ ପଦଚାରି ଅନ୍ୟାନ୍ୟ ଅନ୍ତର୍ନିହିତ ବିକାଶ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Jharsuguda, Jharsuguda | Sep 6, 2025
ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୩ ମାରବାଡିପଡା ପୋଖରୀ ଠାରେ ପଦଚାରି ଅନ୍ୟାନ୍ୟ ଅନ୍ତର୍ନିହିତ ବିକାଶ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ଦଶଟା ପଇଁଚାଳିଶ ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାଳିଶ ଲକ୍ଷ ଅଟକଳ ମୂଲ୍ୟର ପଦଚାରୀ ପଥ ଏବଂ ଅନ୍ୟାନ୍ୟ ଅନ୍ତର୍ନିହିତ ବିକାଶ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁନାଲ ମୋତିରାମ
Read More News
T & CPrivacy PolicyContact Us