Install App
sudhansusekhar.kanha.2016
This browser does not support the video element.
ମାଲକାନଗିରି: ଦ୍ଵିତୀୟ ଫସଲ ନିମନ୍ତେ ଆଗୁଆ ସାର ବିହନ ଯୋଗାଇ ଦେବାକୁ କୃଷିମନ୍ତ୍ରୀଙ୍କୁ ନିବେଦନ କରି ପ୍ରତିକ୍ରିୟା ଦେଲେ ମାଟିଗୁଡା ଗ୍ରାମର ଜଣେ ଚାଷୀ
Malkangiri, Malkangiri | Sep 11, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଂଚାୟତ ଅନ୍ତର୍ଗତ ମାଟିଗୁଡା ଗ୍ରାମର ଜଗା ମାଡକାମୀ ନାମକ ଜଣେ ଚାଷୀ ଗତ ବର୍ଷ ଦ୍ଵିତୀୟ ଫସଲ ନିମନ୍ତେ ଆଗୁଆ ସାର ବିହନ ମାଗଣାରେ ସରକାରଙ୍କ ପକ୍ଷରୁ ପାଇଥିଲେ। ତେଣୁ ସେ ଚଳିତ ବର୍ଷ ମଧ୍ୟ ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ଆଗୁଆ ସାର ବିହନ ମାଗଣାରେ ତାଙ୍କୁ ଯୋଗାଇ ଦେବା ନେଇ କୃଷିମନ୍ତ୍ରୀଙ୍କୁ ନିବେଦନ କରି ଆଜି ଦିନ ୩ଟା ସମୟରେ ପ୍ରତିକ୍ରିୟା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!