Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଚାଲାଣ ବେଳେ ଧରା ପଡିଲା ଗଞ୍ଜେଇ; ଏନ୍‌ଏଚ୍‌-୧୮ ପାଲବଣି ଠାରୁ ୭୯କିଲୋ ଗଞ୍ଜେଇ ସହ କାର ଜବତ ୧ ଗିରଫ

Baripada M, Mayurbhanj | Sep 4, 2025
ବାରିପଦା ଟାଉନ ଥାନା ପୁଲିସ ଦ୍ୱାରା ଏନ୍‌ଏଚ୍‌-୧୮ ପାଲବଣି ଅଞ୍ଚଳରେ ପେଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ ନେଇ ବିଶ୍ବସ୍ତ ସୁତ୍ରରୁ ଖବରପାଇ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଟାଉନ ଥାନା ପୁଲିସ ଏକ ଟିମ୍ ଚଢ଼ାଉ କରିଥିଲେ। କାରରୁ ଯାଞ୍ଚ କରି ଗଞ୍ଜେଇ ଜବତ କରିଥିଲେ। ମାଜିଷ୍ଟ୍ରେଟ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଛି।
Read More News
T & CPrivacy PolicyContact Us