This browser does not support the video element.
ରାଇରଙ୍ଗପୁର ସହର: ମୟୁରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀଙ୍କ ରାଇରଙ୍ଗପୁର ଡାକ୍ତରଖାନା ପରିଦର୍ଶନ
Rairangpur Town, Mayurbhanj | Jun 9, 2025
ସାଂସଦ ନବ ଚରଣ ମାଝି ଆଜି ଦିବା ୯ ଘଟିକା ସମୟରେ ରାଇରଙ୍ଗପୁର ଡ଼ାକ୍ତରଖାନା ପରିଦର୍ଶନ କରିଥିଲେ। ଶ୍ରୀ ମାଝି ପ୍ରତ୍ୟେକ ବିଭାଗକୁ ପରିଦର୍ଶନ କରିବା ସହିତ ଲୋକମାନଙ୍କର ସମସ୍ୟା ଶୁଣି ଥିଲେ।ଡାକ୍ତରଖାନାର ସମସ୍ୟାଗୁଡିକ ବିଷୟରେ ଆଲୋଚନା କରିବା ସହିତ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ