Download Now Banner

This browser does not support the video element.

ବାଲିଗୁଡା: ଶୁକୁଙ୍ଗିଆ ଏବଂ ପାଙ୍ଗୁରୁମିଲା ଗ୍ରାମରେ ଅତିଷ୍ଠ ହୋଇ ରାସ୍ତାକୁ ଚାଷ ଜମି କରିଥିବା ଦୃଶ୍ୟ ସାମନାକୁ ଆସିଛି #jansamasya

Baliguda, Kandhamal | Jul 15, 2025
ଶୁକୁଙ୍ଗିଆ ଏବଂ ପାଙ୍ଗୁରୁମିଲା ଗ୍ରାମରେ ଅତିଷ୍ଠ ହୋଇ ରାସ୍ତାକୁ ଚାଷ ଜମି କରିଥିବା ଦୃଶ୍ୟ ସାମନାକୁ ଆସିଛି। କାଦୁଅ ପଚ ପଚ ରାସ୍ତା ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଅଞ୍ଚଳବାସୀ, ବାରମ୍ବାର ପ୍ରଶାସନ ନେତା ପାଖରେ ଅଭିଯୋଗ ପରେ ବି ହେଉନି ସମାଧାନ, ମଙ୍ଗଳବାର ଅପରାହ୍ନ ତିନି ଘଣ୍ଟିକା ସମୟରେ ବିଡିଓ ଙ୍କୁ ମତାମତ ଲଡିବାରୁ ବିଡିଓ କହିଛନ୍ତି ତୁରନ୍ତ ସମାଧାନ କରାଯିବ କିନ୍ତୁ କେମେରା ଆଗରେ କଛି କହିବେ ନାହିଁ
Read More News
T & CPrivacy PolicyContact Us