Install App
mishrasanuj
This browser does not support the video element.
ବଲାଙ୍ଗୀର: ରୁଗୁଡ଼ିଖାଲ ନଅଗାଁ(ଖ) ଠାରେ ନୂଆଁଖାଇ ଭେଟଘାଟ ଓ ‘ମନ କି କାର୍ଯ୍ୟକ୍ରମ’ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ
Balangir, Balangir | Aug 31, 2025
ରୁଗୁଡ଼ିଖାଲ ନଅଗାଁ(ଖ): ନୂଆଁଖାଇ ଭେଟଘାଟ ଓ ‘ମନ କି କାର୍ଯ୍ୟକ୍ରମ’ ଗାମଭରୀ ପରିବେଶରେ ଆୟୋଜିତ ହେଲା। ଏହି ଅବସରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି କହିଲେ, ନୂଆଁଖାଇ କେବଳ ଉତ୍ସବ ନୁହେଁ, ଏହା ମିଳନ, ସମ୍ପର୍କ ସୁଦୃଢ଼ କରିବା ଓ ଓଡ଼ିଆ ମାଟିର ସାଂସ୍କୃତିକ ଚେତନାକୁ ପ୍ରକାଶ କରେ। ସମସ୍ତଙ୍କୁ ନୂଆଁଖାଇର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ, ଗ୍ରାମୀଣ ଓ ସାମାଜିକ ଏକତାକୁ ଆଗକୁ ବଢ଼ାଇବା ପାଇଁ ଆହ୍ୱାନ ରଖିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!