Download Now Banner

This browser does not support the video element.

ଫୁଲବାଣୀ ସହର: ପଲାବୣଡି ଏବଂ ପାଙ୍ଗା ଉପର ସାହିୟେ ଘରେ ଘରେ ପଶିଲା ବର୍ଷା ଜଳ,

Phulabani Town, Kandhamal | Aug 28, 2025
ଅଭିଯୋଗ ହୋଇଛି ଫିରିଙ୍ଗିଆ ବ୍ଲକ ର ପାଲାବୃଡ଼ି ଠାରୁ ପାଙ୍ଗା ଉପର ସାହି ପଞ୍ଚାୟତ ଦେଇ ସାଡୀଙ୍ଗିଆ ଯାଇଥିବା ଅରକେଡ଼ି ଠିକା ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର କାଲାଡି ଗାଁରେ l ବର୍ଷା ହେବାରୁ ରାସ୍ତା ର କାଲାଡି ଗାଁ ନିକଟରେ ବାରମ୍ବାର ଅଭିଯୋଗ ପରେ ଡ୍ରେନ ନିର୍ମାଣ ନ କରିବାରୁ ବର୍ଷା ପାଣି ରାସ୍ତା ଉପର ଦେଇ କାଲାଡି ଗାଁର ଅନନ୍ତ କହଁର ଙ୍କ ଘରେ ପଶି ଯାଇଛି ପ୍ରବଳ ପାଣି ମାଡି ଆସିବାରୁ ଘର ଭିତରେ ପ୍ରବଳ ପାଣି ଜମା ହେବା ସହ ରାସ୍ତା କଡ଼ରୁ ମାଟି ଆସି ଘର ବାହାରେ ଗଦା ହୋଇଛି l ଏତେ ପ୍ରବଳ ମାତ୍ରାରେ ମାଟି ଓ ପାଣି ଆସିବା ଦ୍ୱାରା ଚା
Read More News
T & CPrivacy PolicyContact Us