Install App
kabisuryatv
This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ପୋଲିସ ପ୍ରଶାସନ ଦ୍ବାରା ଜଣେ ଶୀକାରି ଗିରଫ ହୋଇଛି । ଭଞ୍ଜନଗର SDPO ଗଣମାଧ୍ୟମ କୁ ସୂଚନା ଦେଲେ ।
Bhanjanagar, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ପୋଲିସ ପ୍ରଶାସନ ଦ୍ବାରା ଜଣେ ଶୀକାରି ଗିରଫ ହୋଇଛି । ଗିରଫ ଶୀକାରି ଜଣକ ସନିଆ ମଲ୍ଲିକ ବୋଲି ଜଣାପଡିଥିବା ବେଳେ ଦୁଇଟି ହରିଣ ସିଙ୍ଗ ଓ ଗୋଟିଏ ଦେଶି ବନ୍ଧୁକ ଜବତ କରାଯାଇଛି । ଏଥିସହ ଗିରଫ ବ୍ୟକ୍ତି ଜଣକ ଶୀକାର କରିବାକୁ ଯାଉଥିବା ବେଳେ ପୋଲିସ ପ୍ରଶାସନ ତାକୁ ଗିରଫ କରିଥିବା ଭଞ୍ଜନଗର SDPO ଆଜି ଦିନ 4 ଘଣ୍ଟ ସମୟରେ ସୂଚନା ଦେଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!