Download Now Banner

This browser does not support the video element.

ତେଲକୋଇ: ମଲଣ୍ଡା ଗାଁରେ ପଲୁଆ ହାତୀ ଉତ୍ପାତ , ଅଞ୍ଚଳରେ ହାତୀଙ୍କୁ କଡା ନଜର ରଖିଛି ବନବିଭାଗ

Telkoi, Kendujhar | Sep 30, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ମଲଣ୍ଡା ଗାଁରେ ହାତୀ ଉତ୍ପାତ , ଧାନ ଫସଲ ନଷ୍ଟ କରିବା ସହିତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି ହାତୀପଲ I ହାତୀଙ୍କୁ କଡ଼ା ନଜର ରଖିଛି ତେଲ କୋଇ ବନ ବିଭାଗ। ମଙ୍ଗଳବାର ରାତ୍ରୀ ୧୧.୩୦ମି.ର ସୂଚନା ।
Read More News
T & CPrivacy PolicyContact Us