Install App
sukindakhabar
This browser does not support the video element.
ସୁକିନ୍ଦା: ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ପ୍ରତିକ୍ରିୟା ପ୍ରକାଶ କଲେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ
Sukinda, Jajpur | Sep 5, 2025
ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ହାତରୁ ପୁସ୍ତକକୁ କାଢି ନେବା ଘଟଣାକୁ ନିନ୍ଦା କରି ପ୍ରତିକ୍ରିୟା ପ୍ରକାଶ କଲେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ହାତରୁ ପୁସ୍ତକକୁ କାଢି ନେବା ଘଟଣାକୁ ନିନ୍ଦା କରି ଧର୍ମଶାଳା ନିଜ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ପ୍ରତିକ୍ରିୟା ପ୍ରକାଶ କଲେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ।
Share
Read More News
T & C
Privacy Policy
Contact Us
Your browser does not support JavaScript!