This browser does not support the video element.
ଜୁଜୁମୁରା: ଯୁଯୁମୁରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ
Jujomura, Sambalpur | Aug 27, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ସକାଳେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଯୁଯୁମୁରା , ଟାମ୍ପରଗଡ , ଭବାନିପାଲି , ହାତୀବାରି , ଜାମଟାଲ , ମୁଣ୍ଡେର , ଧମା ସହିତ ବିଭିନ୍ନ ସ୍କୁଲ କଲେଜ ଓ କ୍ଳବ ରେ ଅନୁଷ୍ଠିତ ହୋଇଯାଇଛି । ପୁରୋହିତଙ୍କ ଦ୍ବାରା ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ଗୁଡିକ ବେଶ ଆକର୍ଷଣୀୟ ଭାବରେ ସାଜସଜ୍ଜା ହୋଇଥିଲା ।