Download Now Banner

This browser does not support the video element.

ରେଢାଖୋଲ: ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ବ୍ଳକ ସ୍ତରୀୟ ସାମାଜିକ ସମିକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

Rairakhol, Sambalpur | Aug 26, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ମଙ୍ଗଳବାର ସକାଳେ MGNREGA , ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷାର ବ୍ଲକ ସ‌୍ତରୀୟ ସାମାଜିକ ସମିକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ , ଜିଲ୍ଲା ସାମାଜିକ ସମିକ୍ଷକ ଆର୍ତ୍ତତ୍ରାଣ ଶତପଥୀ , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ଜିପିଓ ପଞ୍ଚାନନ ବେହେରା , ଏପିଓ ସବ୍ୟସାଚୀ ଦଣ୍ଡସେନା ଯୋଗଦେଇଥିଲେ ।
Read More News
T & CPrivacy PolicyContact Us