Download Now Banner

This browser does not support the video element.

ବଲାଙ୍ଗୀର: କେନ୍ଦୁ ଉଡାର ଜଙ୍ଗଲ ରେ ପୋଲିସ୍‌–ଏକ୍ସାଇଜ୍‌ର ମିଳିତ ଚଢାଉ, ବିପୁଳ ପରିମାଣରେ ମହୁଲି ମଦ ଧ୍ବଂସ

Balangir, Balangir | Sep 11, 2025
ସେଣ୍ଟାଲା ପୋଲିସ୍‌–ଏକ୍ସାଇଜ୍‌ର ମିଳିତ ଚଢାଉ, ୩୧ ସହ ଲିଟରୁ ଅଧିକ ମହୁଲି ପୋୖଚ ଧ୍ବଂସ ସେଣ୍ଟାଲା ପୋଲିସ୍‌ ଓ ଏକ୍ସାଇଜ୍‌ ବିଭାଗର ର ମିଳିତ ଅଭିଯାନରେ, ଟିକରାପଡ଼ା ଅଞ୍ଚଳର କେଣ୍ଡୁଉଡାର ଜଙ୍ଗଳରେ ଭୟଙ୍କର ଏକ୍ସାଇଜ୍‌ ଚଢାଉ କରାଯାଇଛି । "ଅପରେସନ୍ ପ୍ରହର" ଅଧୀନରେ, ପ୍ରାୟ 3100 ଲିଟର ମହୁଲି ପୋୖଚ ଓ 110 ଲିଟର ଆଇଡି ଲିକର୍‌କୁ ଧ୍ବଂସ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନରେ ଅବୈଧ ମଦ ବ୍ୟବସାୟକୁ ଭାରି ଛତି ପହଞ୍ଚିଛି। ପୋଲିସ୍‌ ପକ୍ଷରୁ ଆଜି ରାତି 9ଟା ସମୟରେ ସୂଚନା ମିଳିଛି, ଅଞ୍ଚଳରେ ଏହିପରି ଅଭିଯାନ ଆଗାମୀଦିନରେ ମଧ୍ୟ ଜାରି ରହିବ। ବୋଲି କୁହା ଯାଇଛି
Read More News
T & CPrivacy PolicyContact Us