Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକରେ ଥିବା ଲାମ୍ପସ ସମ୍ମୁଖରେ ସାର ନେବାକୁ ଚାଷୀଙ୍କ ନାହିଁ ନଥିବା ଭିଡ଼

Lakshmipur, Koraput | Sep 8, 2025
ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି । ସକାଳୁ ସାର ନେବାକୁ ଲମ୍ବା ଲାଇନ୍ ଲଗାଇଛନ୍ତି ଚାଷୀ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକରେ ଥିବା ଲାମ୍ପ୍ସ୍ ସମ୍ମୁଖରେ ସାର ପାଇଁ ପ୍ରବଳ ଭିଡ଼ ଜମାଇଛନ୍ତି ଚାଷୀ । ଗତକାଲି ଲାମ୍ପସକୁ ୧୨୦୦ ବସ୍ତା ସାର ଚାଷୀଙ୍କ ପାଇଁ ପହଞ୍ଚିଥିଲା । ସାର ଆସିଥିବା ଖବର ଜାଣିବା ପରେ ପ୍ରାୟ ତିନି ହଜାରରୁ ଅଧିକ ଚାଷୀ ଲାମ୍ପ୍ସ ସମ୍ମୁଖରେ ସାର ନେବା ପାଇଁ ଗହଳି ଜମାଇଥିବା ଦିନ ୧ଟେ ସମୟରେ ଦେଖିବାକୁ ମିଳିଛି। ଭିଡ଼କୁ ଦୃଷ୍ଟିରେ ରଖି ନାରାୟଣପାଟଣା ଲାମ୍ପସ୍ ପାଖରେ ପୁଲିସ ମୁତୟନ କରାଯାଇଛି ।
Read More News
T & CPrivacy PolicyContact Us