Download Now Banner

This browser does not support the video element.

ବରଗଡ ସଦର: ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଭଟଲି ଓ ଅମ୍ବାଭୋନା ବ୍ଲକର ଚାଷୀ

Bargarh Sadar, Bargarh (Baragarh) | Nov 4, 2024
ଜଙ୍ଗଲୀ ବରାହ ଦ୍ୱାରା ଫସଲ ନଷ୍ଟ ହେଉଥିବା ବେଳେ ଏହାର ସମାଧାନ ପାଇ ବରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଭଟଲି ଓ ଅମ୍ବାଭୋନା ବ୍ଲକର ଚାଷୀ | ରବିବାର ଅପରାହ୍ନ 2 ଘଣ୍ଟା ସମୟରେ ଚାଷୀ ମାନେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଦାବିପତ୍ର ଦେବା ସହ ଜଙ୍ଗଲ ବିଭାଗକୁ ସମସ୍ୟା ଜଣାଇଲେ ମଧ୍ୟ କୌଣସି ସୁବିଧା କରୁ ନ ଥିବା ଜଣାଇଛନ୍ତି | ଏହାସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯିବା ସହ ଏହାର ସମାଧାନ ପାଇଁ ଦାବି କରାଯାଇଛି | ଜଙ୍ଗଲୀ ବରାହ ଫସଲ ନଷ୍ଟ କରିବା ଦ୍ୱାରା ବହୁ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି ।
Read More News
T & CPrivacy PolicyContact Us