Download Now Banner

This browser does not support the video element.

ରେଢାଖୋଲ: ଭୀମ ଭୋଇ ମହାବିଦ୍ୟାଳୟରେ ୫୬ତମ ସ୍ଵନକ୍ଷତ୍ର ଉତ୍ସବ ଓ ୩୨ ତମ ଭୀମଭୋଇ ସ୍ମାରକୀ ବକ୍ତୃତା ମାଳା ଉସ୍ଚବ ଅନୁଷ୍ଠିତ

Rairakhol, Sambalpur | Sep 3, 2025
ଭୀମ ଭୋଇ ମହାବିଦ୍ୟାଳୟରେ ୫୬ତମ ସ୍ଵନକ୍ଷତ୍ର ଉତ୍ସବ ଓ ୩୨ ତମ ଭୀମଭୋଇ ସ୍ମାରକୀ ବକ୍ତୃତା ମାଳା ଉସ୍ଚବ ଅନୁଷ୍ଠିତ ରେଢାଖୋଲ ଭୀମ ଭୋଇ ମହାବିଦ୍ୟାଳୟ ତାର ୫୬ତମ ପ୍ରତିଷ୍ଠା ଉତ୍ସବ ଏବଂ ୩୨ତମ ଭୀମ ଭୋଇ ସ୍ମାରକୀ ବକ୍ତୃତା ମାଳା ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବୁଧବାର ଅପରାହ୍ନରେ ମହାବିଦ୍ୟାଳୟର ପରିଚାଳନା ସମିତି, ସଭାପତି ଓ ଉପ- ଜିଲ୍ଲାପାଳ,ରେଢାଖୋଲ ରଶ୍ମି ରଞ୍ଜନ ମହାନ୍ତ, ଅଧ୍ୟକ୍ଷତା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୁଲ୍ୟ କୃଷ୍ଣ ପାଢୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।
Read More News
T & CPrivacy PolicyContact Us