Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ନିଖୋଜ ର ୨ ଦିନ ପରେ ସାନଓଳିଆ ଗ୍ରାମରେ ବିଧବା ମହିଳାଙ୍କ ମରଶରୀର ଏକ ନାଳରୁ ଉଦ୍ଧାର

Baripada M, Mayurbhanj | Aug 22, 2025
ଶୌଚ଼ ପାଇଁ ନାଳକୁ ଯାଇ ନିଖୋଜ ହେବାର ୨ ଦିନପରେ ନାଳରୁ ବିଧବା ମହିଳାଙ୍କ ମୃତଦେହ ଠାବ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ଥାନା ଅଧିନ ସାନଓଳିଆ ଗ୍ରାମରେ। ୨୨ ତାରିଖ ତାଙ୍କର ମରଶରୀର ଏକ ନାଳରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇ ଏ ସମ୍ପର୍କରେ ପରିବାରବର୍ଗଙ୍କୁ ସୁଚାଇଥିଲେ ।
Read More News
T & CPrivacy PolicyContact Us