Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ଠାରେ ସାମ୍ବାଦିକଙ୍କୁ ଛୁରାରେ ଆକ୍ରମଣ ଘଟଣା, ଥାନାରେ ଏତଲା

Dabugan, Nabarangpur | Aug 30, 2025
ପାପଡାହାଣ୍ଡି ସଦରରେ ବିଳମ୍ବିତ ରାତ୍ରରେ କାର୍ଯ୍ୟରତ ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଆଜି ଥାନାରେ ଏତଲା ହୋଇଛି | ସୁମିତଙ୍କ ପତ୍ନୀ ଥାନାରେ ଏତଲା ଦେବା ପରେ ପୋଲିସ କେସ ନମ୍ବର 182/25ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ଘଟଣାସ୍ଥଳରେ ଏସ୍ଡ଼ିପିଓ ସତ୍ୟଜିତ କାଣ୍ଡେଲକର ଓ ଆଇଆଇସି ଦୀପକ କୁମାର ଜେନା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଥାନାରେ ପହଂଚି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |
Read More News
T & CPrivacy PolicyContact Us