This browser does not support the video element.
ଢେଙ୍କାନାଳ ସଦର: ସିମିଳିପାଟଣା ଗ୍ରାମର ଗୁଡ ବେବସାୟୀ ଢେଙ୍କାନାଳ ସହରରୁ ନିଖୋଜ
Dhenkanal Sadar, Dhenkanal | Sep 9, 2025
ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ସିମିଳିପାଟଣା ଗ୍ରାମର ଗୁଡ ବେବସାୟୀ ୭୦ ବର୍ଷିଆ ଲମ୍ବୋଦର ସାହୁ ନିଖୋଜ ହୋଇଯାଇଛନ୍ତି । ସୂଚନା ମୁତାବକ ଲମ୍ବୋଦର ରବିବାର ଦିନ ଅସୁସ୍ଥତା ଯୋଗୁଁ ଭାପୁର ଚିକିତ୍ସାଳୟକୁ ଆସି ପରେ ବସରେ ବସି ଢେଙ୍କାନାଳ ସହରକୁ ଆସି ଆଉ ଘରକୁ ଫେରି ନାହାଁନ୍ତି। ପରିବାର ଲୋକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ତଥା ବନ୍ଧୁ ଗାନ୍ଧର ଘର ଖୋଜାଖୋଜି କରି ଫେଲ ମାରି ଛନ୍ତି । ୩ଦିନ ବିତି ଯାଇଛି ଏ ସଂପର୍କରେ ପରିବାର ପକ୍ଷରୁ ଗତକାଲି ଭାପୁର ଫାଣ୍ଡିରେ ନିଖୋଜ ଅଭିଯୋଗ ହୋଇଛିା