Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଖଣ୍ଡିଆ ନଈ ଓ ସାନ ଉସ୍ତାପଡ଼ାରେ ହାଇସ୍କୁଲ ପାଇଁ ଦାବି #jansamasya

Kabisuryanagar, Ganjam | Aug 26, 2025
ପ୍ରତି ପଂଚାୟତରେ ଗୋଟିଏ ହାଇସ୍କୁଲ ରହିବା ପାଇଁ ସରକାର ନିଷ୍ପତି କରିବା ବେଳେ ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ଓ ସାନ ଉସ୍ତାପଡ଼ା ପଂଚାୟତରେ ଆଜି ପର୍ଯ୍ୟନ୍ତ ହାଇ ସ୍କୁଲ ଟିଏ ହୋଇପାରିଲା ନାହିଁ । ଏହି ପଂଚାୟତର ଛାତ୍ରଛାତ୍ରୀ ତିନି ଚାରି କିଲୋମିଟର ଦୂର ଅନ୍ୟ ପଂଚାୟତକୁ ପଢିବା ପାଇଁ ଯାଉଛନ୍ତି । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋମବାର ଦିନ ବେଗୁନିଆପଡା ବ୍ଲକ ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଏହି ଦୁଇ ପଂଚାୟତରେ ହାଇ ସ୍କୁଲ କରିବା ପାଇଁ ଅଭିଯୋଗ ଆସିଥିଲା । ମଙ୍ଗଳବାର ଦିନ ପ୍ରତିକ୍ରିୟା ରଖିଛନ୍ତି ।
Read More News
T & CPrivacy PolicyContact Us