This browser does not support the video element.
ହଣ୍ଡପା: କଳାପାଟନାଳୀ ଗ୍ରାମର ସୁକାନ୍ତି ନାୟକଙ୍କୁ ତାଙ୍କ ସ୍ୱାମୀ ସରୋଜ ନାୟକ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ
Handapa, Angul | Nov 4, 2024
ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ସୁକାନ୍ତି ଠାକୁରଗଡ଼ ଥାନା ରେ ରବିବାର ଦିନ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ନମ୍ବର ରବିବାର ସନ୍ଧ୍ୟା 6:15 ରେ ନମ୍ବର 255/24 ରେ ଏକ ମାମଲା ରୁଜୁ କରିଛି l ସୋମବାର ଦିନ ପୋଲିସ ସୂଚନା ଦେଇଛି ଯେ ସୁକାନ୍ତି ଙ୍କୁ ସରୋଜ 5 ବର୍ଷ ପୂର୍ବେ ବିବାହ କରିଥିଲେ l ହେଲେ କିଛି ମାସ ହେବ ତାଙ୍କୁ ତାଙ୍କ ବାପ ଘରୁ 1 ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହିବା ସହ ମାଡ଼ ମାରୁଥିଲେ l ରବିବାର