This browser does not support the video element.
ବାଙ୍ଗିରିପୋଷି: ଜଗନ୍ନାଥ ଖୁଣ୍ଟା ଦେଇ ଯାଇଥିବା ସୁବର୍ଣ୍ଣ ରେଖା ମୁଖ୍ୟ କେନାଲରେ ପ୍ରଥମ ବନ୍ୟା ଜଳ ପ୍ରବାହିତ
Bangiriposi, Mayurbhanj | Jul 24, 2025
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ର ଜଗନ୍ନାଥ ଖୁଣ୍ଟା ଦେଇ ଯାଇଥିବା ସୁବର୍ଣ୍ଣ ରେଖା ମୁଖ୍ୟ କେନାଲ ରେ ଆଜି ଦିବା ୫ ଘଟିକା ସମୟରେ ସୁବର୍ଣ୍ଣରେଖା ନଦୀ ରେ ନିର୍ମିତ ଡେମ ରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଇଛି।ତେବେ ଏହା ଚାଷୀ ଙ୍କ ପାଇଁ ଖୁସି ଖବର ଆଣି ଦେଇଛି।ପଛୁଆ ଚାଷ ଆରମ୍ଭ କରିଥିବା ଚାଷୀ ମାନେ ଏହି ପାଣି କୁ ବ୍ୟବହାର କରିବା ପାଇଁ ଶାଖା କେନାଲ ରେ ମଧ୍ୟ ପାଣି ଛାଡ଼ି ଦିଆ ଯାଇଛି।