This browser does not support the video element.
ସୋନପୁର: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିଷରରେ ରକ୍ତ ଦାନ ଶିବିର
Sonapur, Subarnapur (Sonepur) | Aug 25, 2025
ରାଜଯୋଗିନୀ ଦାଦି ପ୍ରକାଶମଣିଜୀ ଙ୍କ ୧୮ ତମ ପୁଣ୍ୟ ତିଥି ରେ ମେଗା ରକ୍ତ ଦାନ ଶିବିର ଆଜି ସୁବର୍ଣପୁର ଜିଲ୍ଲାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୁବର୍ଣ୍ଣପୁର ଶାଖା ତରଫରୁ ରାଜଯୋଗିନୀ ଦାଦି ପ୍ରକାଶମଣିଜୀ ଙ୍କ ୧୮ ତମ ପୁଣ୍ୟ ତିଥି ଅବସର ରେ ମେଗା ରକ୍ତ ଦାନ ଶିବିର ଆୟୋଜିତ ହୋଇ ଯାଇଛି.। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଏହି ରକ୍ତ ଦାନ ଶିବିର ରେ ଫିତା କାଟି ଉଦଘାଟନ କରିଥିଲେ ଓ ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଜିଲ୍ଲାପାଳ ସମସ୍ତ ବ୍ରହ୍ମ କୁମାର ପରିବାର କୁ ପ୍ରସଂଶା କରିଥିଲେ।