Download Now Banner

This browser does not support the video element.

ଭଟଲି: ଭଟଲି କୁଶନପୁରୀ ଶ୍ରୀଶ୍ୟାମବିହାରୀ ମନ୍ଦିର ପରିସର ରେ ଶ୍ରୀମଦଦ୍ଭାଗବଦ୍ କଥା ର ଶୁଭାରମ୍ଭ  ଯୋଗଦେଲେ ହଜାରହଜାର ଭକ୍ତ

Bhatli, Bargarh (Baragarh) | Aug 30, 2025
ଭଟଲି ବ୍ଳକ ଅନ୍ତର୍ଗତ କୁଶନପୁରୀସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ୟାମ ବିହାରୀ ମନ୍ଦିର ପରିସରରେ ରେ ଆଜି ଅପରାହ୍ନ ୪ଟା ରେ ସିଂଘଲ ପରିବାର ପକ୍ଷରୁ ନିଜ ପୂର୍ବର ସାତ ପିଢ଼ି ପିତୃ ପୁରୁଷମାନଙ୍କ ମୋକ୍ଷ ପ୍ରାପ୍ତି ନିମନ୍ତେ ଏକ ଭାଗବତ କଥା ର ଆୟୋଜନ  ହୋଇଥିବା ବେଳେ ମହାସମାରୋହରେ ଶ୍ରୀମଦ ଭାଗବତ କଥା ର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଧାମର ଆରାଧ୍ୟ ଦେବତା ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରରୁ ଘଣ୍ଟବାଦ୍ୟ, ସଂକୀର୍ତ୍ତନ୍ୟ ମଧ୍ୟରେ ଏକ ଶୋଭାଯାତ୍ରାରେ ବାହାରି ଥିଲେ।
Read More News
T & CPrivacy PolicyContact Us