Download Now Banner

This browser does not support the video element.

ସୁକିନ୍ଦା: ଜାମୁପଶି ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ମହିଳା ଗୁରୁତର

Sukinda, Jajpur | Sep 4, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଜାମୁପଶି ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ଜଣେ ମହିଳା ଗୁରୁତର ହୋଇଯାଇଥିଲେ । ସୂଚନା ମୁତାବକ ଜାମୁପଶି ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ଜଣେ ମହିଳା ଗୁରୁତର ହୋଇଯାଇଥିଲେ ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଗୁରୁବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us