Download Now Banner

This browser does not support the video element.

ରାୟଗଡା: ଡୁକୁମ ସରକାରୀ ଏସଏସଡି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Rayagada, Rayagada | Jan 29, 2025
ବୁଧବାର ଅପରାହ୍ନରେ ବିଷମକଟକ ବ୍ଲକର ଡୁକୁମ ସରକାରୀ ଏସଏସଡି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଡିଓ ସଦାଶିବ ନାୟକ, ତହସିଲଦାର,ବିଇଓ, ଡବ୍ଲୁଇଓ, ପ୍ରଧାନଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଆରିଷାକଣୀ, ସରପଞ୍ଚ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ଏସଏମସି, ସଭାପତି‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More News
T & CPrivacy PolicyContact Us