This browser does not support the video element.
କବିସୂର୍ଯ୍ୟନଗର: କୋଦଳା ନିକଟରୁ ଗଂଜେଇ ଜବତ ସହ ଦୁଇ ଜଣ ଗିରଫ
Kabisuryanagar, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା କୋଦଳା ମୁଖ୍ୟ ରାସ୍ତା ନିକଟରୁ ଗଂଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କୋଦଳା ପୋଲିସ । ଗିରଫ ବ୍ୟକ୍ତି ହେଲେ ଜେ. ଛଚିନା ଗ୍ରାମର ଗେଡା ପାଣ୍ଡି ଙ୍କ ପୁଅ ଚିତ୍ରସେନ ପାଣ୍ଡି ଓ ସନ୍ତୋଷ କୁମାର ପାଣ୍ଡି । ସେମାନେ ଗଂଜେଇ ବସ୍ତା ରେ ନେଉଥିବା ସମୟରେ ପୋଲିସ ଗିରଫ କରିଛି । 81କେଜି 900 ଗ୍ରାମ ଗଂଜେଇ ଜବତ କରିବା ସହ ଚାଲାଣ ହେଉଥିବା କାର ନମ୍ବର OD 02 CM 2906 କୁ ଜବତ କରିଛି । କୋଦଳା ଥାନା କେଶ ନମ୍ବର 611/2025 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।