Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ଯୋବ୍ରାରୁ ଶିଖରପୁର ସଂଯୋଗ କରୁଥିବା ତଳ ରାସ୍ତାରେ ରବିବାର ମହାନଦୀ ର ବନ୍ୟା ଜଳ ପ୍ରବେଶ କରିଛି

Cuttack M Corp PS, Cuttack | Sep 7, 2025
କଟକ ଯୋବ୍ରା ରୁ ଶିଖରପୁର ସଂଯୋଗ କରୁଥିବା ତଳ ରାସ୍ତା ଏବେ ମହାନଦୀ ର ବନ୍ୟା ଜଳ ପ୍ରବେଶ କରିଛି। ସେହିପରି ମୁଣ୍ଡଳି ଆନିକଟଠାରେ ଜଳ ସ୍ତର ରବିବାର ରାତି ୮ ଟା ସୁଦ୍ଧା ୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି।
Read More News
T & CPrivacy PolicyContact Us