This browser does not support the video element.
ଧର୍ମଗଡ: କାଉଡୋଳା ଗ୍ରାମ ରେ ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ
Dharamgarh, Kalahandi | Sep 3, 2025
କୋକସରା ବ୍ଲକ କାଉଡୋଳା ଗ୍ରାମରେ ଦୁର୍ଗା ପୂଜା ପାଇଁ ବୁଧବାର ସକାଳ ୧୧ ଟା ରେ ପୂଜା କମିଟି ପକ୍ଷରୁ ପୂଜାର୍ଚନା ପୂର୍ବକ ମାଟି ଅନୁକୂଳ କରାଯାଇଛି |ଦେବୀ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ କାଉଡୋଳା ଉଚ୍ଚ ବିଦ୍ୟାଳୟ ମାଟି ଖାଲ ରୁ ପୂଜାର୍ଚନା ପରେ ମାଟି ଅଣାଯାଇଛି |ମାଟି ଉପକୁଳ ପାଇଁ ପୂଜକ ଉମା ଶଙ୍କର ଦାସ କାର୍ଯ୍ୟ ତୁଲାଇଥିଲେ।