This browser does not support the video element.
କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ମନରେଗା ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠତ
Kabisuryanagar, Ganjam | Sep 25, 2025
ବେଗୁନିଆପଡା ବ୍ଳକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚ ଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ତା- ୦1/10/2024 ରିଖ ଠାରୁ ତା- 31/03/2025 ରିଖ ରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । 403 ଟି ପ୍ରକଳ୍ପ କରିବା ପାଇଁ ହାତକୁ ନିଆଯାଇଥିବା ବେଳେ 88 ପ୍ରକଳ୍ପ ଶେଷ ହୋଇଛି । ଏଥି ମଧ୍ୟରୁ 119 ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ସେଭେନ ରେଜିଷ୍ଟର କାର୍ଯ୍ୟକାରୀ ହେଉନଥିବା, ଅନେକ ଲୋକଙ୍କ ଜବ କାର୍ଡ ବନ୍ଦ ହୋଇଯିବା ଅଭିଯୋଗ ହୋଇଥିଲା ।