Install App
parikhita02
This browser does not support the video element.
ଆଠମଲ୍ଲିକ: ମଦୁଆ ଚାଳକ ଗିରଫ, ବାଇକ ଜବତ ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ପୋଲିସ ଠାକୁର ଗଡ଼ ଅଞ୍ଚଳ ରେ ସୋମବାର ଦିନ ଗାଡି ମଟର ଯାଞ୍ଚ କରିଛି l ଉଭୟ
Athmallik, Angul | Sep 23, 2025
ପାର୍ଶ୍ଵ ରୁ ଆସୁଥିବା ସମସ୍ତ ବାଇକ ଗୁଡିକ କୁ ଅଟକାଇ ଯାଞ୍ଚ କରା ଯାଇଥିଲା l ଏହି ସମୟ ରେ ମଦ୍ୟ ପାନ କରି ବାଇକ ଚଳାଉଥିବା ଅଭିଯୋଗ ରେ କରଡ଼ାବାହାଳୀ ଗ୍ରାମର ସୁରଥ ସାହୁ ଙ୍କୁ ଗିରଫ କରିଛି l ଏଥସହ ତାଙ୍କ ବାଇକ କୁ ଜବତ କରିଛି l ଏ ନେଇ ନମ୍ବର 265/25 ରେ ଏକ ମାମଲା ରୁଜୁ କରିଛି l ଏ ନେଇ ଠାକୁର ଗଡ଼ ପୋଲିସ ମଙ୍ଗଳ ବାର ସନ୍ଧ୍ୟା 6 ଟା ରେ ସୂଚନା ଦେଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!