Download Now Banner

This browser does not support the video element.

ବଲାଙ୍ଗୀର: ତାଲପାଲିପଡ଼ାରୁ କଫ ସିରପ ଜବତ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା

Balangir, Balangir | Aug 24, 2025
ପାର୍ବଣ ଆଗରୁ ବଲାଙ୍ଗିରରେ ପୋଲିସ ଓ ଅବକାରୀ ବିଭାଗର ଘନ ଘନ ଚଢଉ | ନିଶା ବେପାରୀଙ୍କ ନିସ୍ତାର ନାହିଁ | ବିଭିନ୍ନ ସ୍ଥାନରେ ଚଢଉ କରି ନିଶା ବେପାରୀଙ୍କୁ କାବୁ କରୁଛନ୍ତି ପୋଲିସ ଓ ଅବକାରୀ ବିଭାଗ | ସହରର ତାଲପାଲି ପଡାରେ ଚଢ଼ଉ କରି ୧୦୪ ବୋତଲ କଫସିରଫ ଜବତ କରିଛି ବଲାଙ୍ଗିର ଅବକାରୀ ବିଭାଗ | ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ | କଫସିରଫ ବେପାରରେ ଆଉ କିଏ କିଏ ସମ୍ପୃକ୍ତ, ସେ ସମ୍ପର୍କରେ ଏକସାଇଜ ବିଭାଗର ଚଢଉ ଜାରୀ ରହିଛି ବୋଲି ଆଜି ରାତି ୮ଟାସମୟରେ ସୁଚନା ଦେଇଛି|
Read More News
T & CPrivacy PolicyContact Us