This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ଚାନ୍ଦିପୁର ବେଳାଭୂମି ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
Baleshwar M, Balasore | Sep 27, 2025
ବାଲେଶ୍ବର ଚାନ୍ଦିପୁର ବେଳାଭୂମି ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ବେଳାଭୂମିରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ବଳରାମଗଡି ମେରାଇନ ଥାନକୁ ଖବର ଦେଇଥିଲେ। ମେରାଇନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶନିବାର ଦିନ 2ଘଟିକା ରେ ଶବ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ମୃତକଙ୍କ ପରିଚୟ ମିଳି ପାରି ନଥିବାବେଳେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା କୈ।ଣସି ମତ୍ସ୍ୟଜୀବୀ ବୋଲି ଅନୁମାନ କରାଯାଉଛି।