Download Now Banner

This browser does not support the video element.

ବସ୍ତା: ଜିଲ୍ଲା ମତ୍ସ୍ୟବିଭାଗ ପକ୍ଷରୁ ବାଲିଆପାଳ ମତ୍ସ୍ୟଚାଷୀଙ୍କୁ ଶୋଷଣକଂଗ୍ରେସ ପକ୍ଷରୁ ଡାକବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ,ନେତାଙ୍କ ପ୍ରତିକ୍ରିୟା

Basta, Balasore | Oct 7, 2025
ଜିଲ୍ଲା ମତ୍ସ୍ୟବିଭାଗ ପକ୍ଷରୁ ବାଲିଆପାଳ ମତ୍ସ୍ୟଚାଷୀଙ୍କୁ ଶୋଷଣ ନେଇ ଆଜି କଂଗ୍ରେସ ପକ୍ଷରୁ ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ,ଯୁବ ସଭାପତି ଙ୍କ ପ୍ରତିକ୍ରିୟା l ପାତର ଅନ୍ତର ନୀତି ତଥା ବିଭିନ୍ନ ଅନୀୟମିତତା ବିରୋଧରେ ବାଲିଆପାଳ ମତ୍ସ୍ୟସମବାୟ ସମିତି ଓ ବାଲିଆପାଳ ଯୁବ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ। ବାଲିଆପାଳ ବ୍ଲକଟି ସୁବର୍ଣ୍ଣରେଖା ନଦୀ ଓ ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାବେଳେ, ୮୦ ଭାଗରୁ ଅଧିକ ଲୋକ ମାଛମାରି କିମ୍ବା ମାଛ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି।
Read More News
T & CPrivacy PolicyContact Us