This browser does not support the video element.
ଭଟଲି: ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ରେ ଚନ୍ଦ୍ରଗ୍ରହଣ ସମାପନ ପରେ ଭକ୍ତଙ୍କ ପ୍ରବଳ ଭିଡ
Bhatli, Bargarh (Baragarh) | Sep 8, 2025
ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ରେ ଚନ୍ଦ୍ରଗ୍ରହଣ ସମାପନ ପରେ ଭକ୍ତଙ୍କ ପ୍ରବଳ ଭିଡ ଚନ୍ଦ୍ରଗ୍ରହଣ ସମାପନ ହେବା ପରେ ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ରେ ଦଧିବାମନ ମହାପ୍ରଭୁଙ୍କ ଆଜି ଦୈନିକ ପୂଜା ନୀତି ଵ୍ରହ୍ମମୁହୂର୍ତ୍ତ ରୁ ଆରମ୍ଭ ହୋଇ ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ଅଖଣ୍ଡ ଦୀପ ପ୍ରଜ୍ବଳନ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜାନୀତି ହେବା ପରେ ମହାପ୍ରଭୁ ଙ୍କୁ ଗୋପାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା।ଏହାପରେ ଭକ୍ତ ମାନେ ଗ୍ରହଣ ବୁଡ଼ ପକାଇ ଦଧିବାମନ ମନ୍ଦିର କୁ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ।