This browser does not support the video element.
ବଲାଙ୍ଗୀର: କହ୍ନେଇମୁଣ୍ଡା ଗ୍ରାମରେ ପାଣିର ଘୋର ଅଭାବ,ଗ୍ରାମବାସୀ ହନ୍ତଶନ୍ତ
#jansamasya
Balangir, Balangir | May 5, 2025
କହ୍ନେଇ ମୁଣ୍ଡା ଗ୍ରାମରେ ପାଣି ଅଭାବ, ଗ୍ରାମବାସୀ ହନ୍ତଶନ୍ତ ବଲାଙ୍ଗିର: କହ୍ନେଇ ମୁଣ୍ଡାଗ୍ରାମରେ ସୋଲାର ଜଳଯନ୍ତ୍ର ଅଚଳ ଥିବାରୁ ଗ୍ରାମବାସୀ ଘୋର ପାଣି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଗ୍ରାମରେ ଥିବା ନଳ କୂପ ମାନେ ବି ଠିକ ଠାକ୍ ପାଣି ଦଉ ନାହିଁ। ଗ୍ରାବାସୀମାନେ କହିଛନ୍ତି, ପାଣି ପାଇଁ ହନ୍ତ ଶନ୍ତ ହେଉଥିବା ଆଜି ରତି ୮ଟା ସମୟରେ କହି ଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଫୋନ ରେ ଯୋଗାଯୋଗ ସମ୍ଭବ ହୋଇ ପରିନ ଥିବା ବେଳେ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଗ୍ରାମବାସୀ ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।