Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନିଶନାହାଣ୍ଡି ଠଠାରେ ବହୁ ଆଢ଼ମ୍ବରରେ ଗଣେଶ ବିସର୍ଜନ ଅନୁଷ୍ଠିତ

Nabarangapur PS, Nabarangpur | Sep 11, 2025
ଦୀର୍ଘଦିନ ଧରି ଧରାପୃଷ୍ଟ ରେ ପୂଜା ପାଇଲେ ଗଜାନନ l ବର୍ତମାନ କିନ୍ତୁ ଧାରାପୃଷ୍ଟରୁ ବିଦାୟ ନେଉଛନ୍ତି ଗଜାନନ l ଗ୍ରାମ ଠାରୁ ଆରମ୍ଭ ହୋଇ ସହର ଯାହେଁ ସବୁଆଡେ ବହୁ ଆଢ଼ମ୍ବରରେ ପୂଜା ପାଇଲା ପରେ ବର୍ତମାନ ଧରାପୃଷ୍ଟରୁ ବିଦାୟ ନେଉଛନ୍ତି ଗଜାନନ l ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ନିଶନାହାଣ୍ଡି ଠାରେ ଗଣେଶ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି l ଏହି ଗ୍ରାମର ସମସ୍ତ ଛୋଟ ରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ଏହି ଭସାଣି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଢୋଲ ନିଶାନ ରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ଦାଣ୍ଡ l
Read More News
T & CPrivacy PolicyContact Us