Install App
suru6633
This browser does not support the video element.
କଣ୍ଟାବାଞ୍ଜି: ଆସନ୍ତାକାଲି କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ସାପ୍ତାହିକ ବଜାରରେ ମାର୍କେଟ କମ୍ପ୍ଲେକ୍ସ ଦୋକାନୀଙ୍କ ଜରୁରୀ ବୈଠକ ଅନୁଷ୍ଠିତ
Kantabanji, Balangir | Apr 9, 2024
କଣ୍ଟାବାଞ୍ଜି ବସଷ୍ଟାଣ୍ଡ ଅନ୍ୟତ୍ର ସ୍ଥାନାନ୍ତର ସ୍ଥଗିତ ନେଇ ଆସନ୍ତାକାଲି କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ l ଏନେଇ ସାପ୍ତାହିକ ବଜାରରେ ମାର୍କେଟ କମ୍ପ୍ଲେକ୍ସ ଦୋକାନୀଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବସଷ୍ଟାଣ୍ଡ ଭିତରେ ଥିବା ଦୋକାନୀ ମାନେ ବସଷ୍ଟାଣ୍ଡ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ କାମଧନ୍ଦା ବନ୍ଦ ହୋଇଯିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ବନ୍ଦ ପାଳନ କରାଯିବା ନେଇ ବୈଠକରେ ରଣନୀତି ପ୍ରସ୍ତୁତି କରାଯାଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!