Download Now Banner

This browser does not support the video element.

ପୋଲସରା: ପାଙ୍ଗିଡିରୁ ବୁଗୁଡା ଯିବା ରାସ୍ତାରେ ଟ୍ରକ ଡ୍ରାଇଭରଙ୍କ କମେଣ୍ଟ ମରାକୁ ନେଇ ଡ୍ରାଇଭରଙ୍କୁ ଛେଚିଲେ ସ୍ଥାନୀୟ ଲୋକ

Polasara, Ganjam | Jul 9, 2024
ମାଲ ବୋଝେଇ ଟ୍ରକ ଡ୍ରାଇଭରଙ୍କ କମେଣ୍ଟ ମରାକୁ ନେଇ ,ଡ୍ରାଇଭରଙ୍କୁ ନିଧୁମ୍ ଛେଚିଲେ ସ୍ଥାନୀୟ ଲୋକେ ଏଭଳି ଘଟଣା ଆଜି ସକାଳ ପାଖାପାଖି ୭ ଘଣ୍ଟା ସମୟରେ ଘଟିଛି ବୁଗୁଡା ଥାନା ଅଧିନସ୍ଥ ପାଙ୍ଗିଡିରୁ ବୁଗୁଡା ଯିବା ରାସ୍ତାରେ । ମା"ତାରିଣି ଲରି ଗାଡି ନଂ OD 07A D 7255 ଉକ୍ତ ମାଲ ବୋଝେଇ ଟ୍ରକ ଟି ନୟାଗଡ ଅଭିମୁଖେ ଯାଉଥିବା ସମୟରେ କିଛି ଛାତ୍ରୀମାନେ ଟିୟୁସନ୍ ପାଠ ପଢିବା ପାଇଁ ଯାଉଥିଲେ । ଏହି ସମୟରେ ଉକ୍ତ ଗାଡିର ଡ୍ରାଇଭର ଜଣକ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିଥିଲେ ।ଏହା ଦେଖି ସ୍ଥାନୀୟ ଲୋକେ ଉକ୍ତ ଗାଡିଟିକୁ ପିଛା କରିଥିଲେ ।
Read More News
T & CPrivacy PolicyContact Us