Download Now Banner

This browser does not support the video element.

ଦିଗପହଣ୍ଡି: କୁକୁଡାଖଣ୍ଡି ବ୍ଲକ ର ଗୁରୁଣ୍ଠି ଗ୍ରାମ ରେ ଗଲା ମଧ୍ୟ ରାତ୍ର ସମୟ ରେ ମୋରମ ଚୋରାଚାଲାଣ ବେଳେ ଦୁଇ ଟ୍ରକ କୁ ଜବତ କଲା ମାଇନ୍ସ ବିଭାଗ

Digapahandi, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କୁକୁଡାଖଣ୍ଡି ବ୍ଲକ ର ଗୁରୁଣ୍ଠି ଗ୍ରାମ ରେ ଗଲା ମଧ୍ୟ ରାତ୍ର ସମୟ ରେ ମୋରମ ଚୋରାଚାଲାଣ ହେଉଥିଲା । ଖବର ପାଇ ମାଇନ୍ସ ବିଭାଗ କର୍ମଚାରୀ ପହଞ୍ଚି ଦୁଇ ଟି ଟ୍ରକ୍ ଜବତ୍ କରିଥିବା ସୂଚନା ମିଳିଛି । ତେବେ ଜବତ ଟ୍ରକ ସଂମ୍ପର୍କ ରେ ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଉନଥିବା ବେଳେ ଆଜି ଦିନ 11 ଘଣ୍ଟ ସମୟରେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁଇ ଡ୍ରାଇଭର ଘଟଣାସ୍ଥଳ ଯୁ ଫେରାର ହୋଇଯାଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us