Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁରରେ ଖୁଦୁରୁକୁଣୀ ଭସାଣରେ ଡିଜେ ବ୍ୟବହାର ହେବାରୁ ଡିଜେ ସହ ଗାଡ଼ିକୁ ପୁଲିସ ମଙ୍ଗଳବାର ଜବତ କରିଛି।

Cuttack M Corp PS, Cuttack | Sep 2, 2025
ବିନା ଅନୁମତିରେ ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଖୁଦୁରୁକୁଣୀ ଭସାଣରେ ଡିଜେ ବ୍ୟବହାର ହେବାରୁ ଡିଜେ ସହ ଗାଡ଼ିକୁ ପୁଲିସ ଜବତ କରିଛି।ଜୟପୁର ଗ୍ରାମରେ ଖୁଦୁରୁକୁଣୀ ଭସାଣ ଶୋଭାଯାତ୍ରା ବାହାରିଥିଲା। ବିନା ଅନୁମତିରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। ପୁଲିସ ଖବର ପାଇ ଚଢାଉ କରି ଡିଜେ ସହ ସମ୍ପୃକ୍ତ ଗାଡ଼ି ଜବତ କରି ମଙ୍ଗଳବାର ଦିନ ୩ଟାରେ ଥାନାକୁ ଆଣିଥିଲା।
Read More News
T & CPrivacy PolicyContact Us