Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ସ୍ଥିତ ମଯୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ୭୩ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Baripada M, Mayurbhanj | Sep 12, 2025
ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ବାରିପଦାର ୭୩ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଉପ ନିବନ୍ଧକ, ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡର ଅଶୋର କୁମାର ପାଣି ଯୋଗ ଦେଇଥିଲେ ଏବଂ ବରିଷ୍ଠ ସହକାରୀ ନିବନ୍ଧକ ବାରିପଦା ମଣ୍ଡଳର ତୁଷାରକାନ୍ତି ମହାନ୍ତି ଏବଂ ବରିଷ୍ଠ ସହକାରୀ ନିବନ୍ଧକ କରଞ୍ଜିଆ ମଣ୍ଡଳର ବସନ୍ତ ନାଏକ ଏହି ସଭାରେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us