Download Now Banner

This browser does not support the video element.

ରେଢାଖୋଲ: କରଡାପାଲ - ଗୋହିରା ଦାଦର ରାସ୍ତାରେ ହଳ କରି ରାସ୍ତା ଅବରୋଧ , ତହସିଲଦାରଙ୍କ ଠାରେ ଅଭିଯୋଗ କଲେ ଗ୍ରାମବାସୀ

Rairakhol, Sambalpur | Sep 6, 2025
କରଡାପାଲ - ଗୋହିରା ଦାଦର ରାସ୍ତାରେ ହଳ କରି ରାସ୍ତା ଅବରୋଧ , ତହସିଲଦାରଙ୍କ ଠାରେ ଅଭିଯୋଗ କଲେ ଗ୍ରାମବାସୀ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଗରଗଡବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରଡାପାଳ-ଗୋହିରାଦାଦର୍ ରାସ୍ତା ଉପରେ କରଡାପାଲ ଗ୍ରାମର ଉମାକାନ୍ତ ଧଳ ନାମକ ଜଣେ ବ୍ୟକ୍ତି ଜୋର୍ ଜବରଦସ୍ତ ହଳ କରିଦେଇ ଜବରଦଖଲ କରିଛି , ଫଳରେ ରାସ୍ତା ଟି କାଦୁଆ ପଚ୍ ପଚ୍ ହୋଇଯାଇଛି ।‌ ଗୋହିରାଦାଦର , ବାନ୍ଧନ ତ‌ଆଲା , କୁଆଖୋଲ ଓ ଲମ୍ବଟିଦାଦର ଗ୍ରାମର ଲୋକେ ଯିବାଆସିବାରେ ସୁବିଧାର ସମ୍ମୁଖୀନ ହେଉଛନ୍ତି ।
Read More News
T & CPrivacy PolicyContact Us