Download Now Banner

This browser does not support the video element.

ନୂଆପଡା: ସାର ଯୋଗାଣକୁ ନେଇ ଉତ୍ତେଜନା, ତରବୋଡ ଠାରେ ଜାତୀୟ ରାଜପଥ ୩୫୩ ଅବରୋଧ କଲେ ଉତ୍ୟକ୍ତ ଲୋକେ

Nuapada, Nuapada | Aug 26, 2025
ନୂଆପଡ଼ା ଜିଲ୍ଲାରେ ସାର ଯୋଗାଣ କୁ ନେଇ ଉତ୍ତେଜନା ଲାଗି ରହିଛି।ଆଜି କୋମନା ବ୍ଲକ ତରବୋଡ ଠାରେ ଚାଷୀ ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇ ଦିନ ଦଶଟା ରୁ ଦିନ ବାରଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୩୫୩ଅବରୋଧ କରାଯାଇଥିଲା।ଚାଷୀ ମାନଙ୍କ ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ସହ ସହ ଗାଡ଼ି ଅଟକି ରହିଥିଲା।
Read More News
T & CPrivacy PolicyContact Us