Download Now Banner

This browser does not support the video element.

ସୋନପୁର: କଟକରେ ଅନୁଷ୍ଠିତ ପ୍ରାଦେଶିକ ବିଜ୍ଞାନ ମେଳରେ ସୁବଳୟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଙ୍କ କୃତିତ୍ୱ, ଅଂଚଳରେ ଖୁସିର ଲହରୀ

Sonapur, Subarnapur (Sonepur) | Sep 8, 2025
ସୂଚନା ଅନୁସାରେ ଗତ 6 ଏବଂ 7 ତାରିଖରେ କଟକରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାଦେଶିକ ବିଜ୍ଞାନ ମେଳରେ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ଅରିହନ୍ତ ପଧାନ ଵାଲ ବର୍ଗରେ ଅଂଶଗ୍ରହଣ କରିଵା ସହିତ ସ୍ମାର୍ଟ ସ୍କୁଲ ପ୍ରକଳ୍ପ କରି ପ୍ରତିଯୋଗିତାରେ ଦ୍ୱତୀୟ ସ୍ଥାନ ଅଧିକାର ପୂର୍ବକ ଜିଲ୍ଲା ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି l
Read More News
T & CPrivacy PolicyContact Us