Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦ କାର୍ଯ୍ୟାଳୟ BTMକୁ ସ୍ଥାନାନ୍ତରଣର ପୁର୍ନବିଚାର ପାଇଁ ଜିଲ୍ଲାପାଳଙ୍କୁ ପୋୖରାଧକ୍ଷା ଓ କାଉନସିଲରଙ୍କ ଦାବିପତ୍ର ପ୍ରଦାନ

Jharsuguda, Jharsuguda | Sep 4, 2025
ଝାରସୁଗୁଡା ପୌର ପରିଷଦ କାର୍ଯ୍ୟାଳୟକୁ ସହରର ଦୁରାନ୍ତ ବିଟିଏମ୍ କୁ ସ୍ଥାନାନ୍ତରଣ ହେଉଥିବାରୁ ଲୋକ ମାନଙ୍କର ଅସନ୍ତୋଷର ଅଭିଯୋଗ ପାଇଲା ପରେ ଆଜି ଦିନ ତିନିଟା ସମୟରେ ଝାରସୁଗୁଡା ପୌର ପରିଷଦର ଅଧଃକ୍ଷା ରାନୀ ହାତୀ ଓ କାଉନ୍ସିଲର ବୃନ୍ଦ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କୁ ଭେଟି ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି। କାର୍ଯ୍ୟାଳୟ ସହରର ମଧ୍ୟ ଭାଗ ମଙ୍ଗଳବଜାର ଅଞ୍ଚଳରେ ଥାଇ ଅଦ୍ୟାବଧ ସହରରେ ସେବା ଯୋଗାଇ ଆସୁଛି କିନ୍ତୁ ପ୍ରଶାସନର ନିଷ୍ପତି ଅନୁସାରେ ଏହି ପୌର କାର୍ଯ୍ୟାଳୟକୁ ସହରର ଦୁରନ୍ତ ବିଟିଏମ୍‌କୁ ସ୍ଥାନାନ୍ତରଣ ହେଉଥିବାରୁ
Read More News
T & CPrivacy PolicyContact Us