Download Now Banner

This browser does not support the video element.

ପିପିଲି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ପରିସରରେ ଶାୟତ୍ତ ଶାସନ ଦିବସ ପାଳିତ,କାର୍ଯ୍ୟକ୍ରମରେ ଯୋଗଡେଇ ଘଟଣା ସ୍ଥଳରେ ପ୍ରତିକ୍ରିୟା ରଖିଲେ

Pipili, Puri | Aug 31, 2025
ଆଜି ପୂର୍ବାହ୍ନ ୧୧ଟାରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ପରିସରରେ ଶାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଲୋକ ସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷ ଏସ କେ ବାବୁ, ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ କାନ୍ଦବିନୀ ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଘଟଣା ସ୍ଥଳରେ ନିଜ ପ୍ରତିକ୍ରୀୟା ରଖିଲେ ଲୋକ ସଭା ସାଂସଦ ସମ୍ବିତପାତ୍ର ।
Read More News
T & CPrivacy PolicyContact Us