Download Now Banner

This browser does not support the video element.

ଓରିଏଣ୍ଟ: ଲଖନପୁର ଗସ୍ତକରି ମା ସମଲେଶ୍ୱରୀ ମନ୍ଦିରରେ ମାଆଙ୍କର ଅଲୌକିକ ଭବ୍ୟ ପାଦଚି଼ହ୍ନ ଦର୍ଶନ କଲେ ବ୍ରଜରାଜନଗରର ପୂବର୍ତନ ବିଧାୟିକା ଅଳକା ମହାନ୍ତି

Orient, Jharsuguda | Aug 22, 2025
ଗତକାଲି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଲଖନପୁର ସମଲେଶ୍ବରୀ ମନ୍ଦିରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ସମଲେଶ୍ୱରୀ ମନ୍ଦିରରେ ମାଙ୍କ ପାଦ ଚିହ୍ନ ଦେଖିବାକୁ ମିକିଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା। ତେବେ ଆଜି ଦିନ ଗୋଟାଏ ସମୟରେ ଲଖନପୁର ଗସ୍ତକରି ମା ସମଲେଶ୍ୱରୀ ମନ୍ଦିର ଠାରେ ମାଆଙ୍କର ଅଲୌକିକ ଭବ୍ୟ ପାଦଚି଼ହ୍ନ ଦର୍ଶନ କରିଛନ୍ତି ବ୍ରଜରାଜନଗରର ପୂବର୍ତନ ବିଧାୟିକା ଅଳକା ମହାନ୍ତି। ଏହି ପାଦ ଚିହ୍ନ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ମାଆଙ୍କର କୃପାଦୃଷ୍ଟି ସମସ୍ତଙ୍କର ଉପରେ ରହିଥାଉ ବୋଲି କାମନା କରି ପୂଜାର୍ଚ୍ଚନା କରିଥିଲେ
Read More News
T & CPrivacy PolicyContact Us